ସର୍ଭାଇଭର Sarbhāibhar

  • ବୈଦେ. ବିଣ (କଚିରିଆ. ଇଂ) — କୌଣସି ବ୍ଯକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଆତ୍ମୀୟ ଯେଉଁ ବ୍ଯକ୍ତି ତାଙ୍କ ଏକାନ୍ନବର୍ତ୍ତୀ ପରିବାରରେ ଜୀବିତ ଥାଆନ୍ତି — A survivor in a joint Hindu family
  • ବୈଦେ. ବିଣ (କଚିରିଆ. ଇଂ) — [ଦ୍ର—ମିତାକ୍ଷରା ସ୍ମୃତି ଲିଖିତ ବ୍ଯବସ୍ଥା ଅନୁସାରେ ଏକାନ୍ନବର୍ତ୍ତୀ ଭାଇମାନଙ୍କ ମଧ୍ୟରୁ ଜଣେ ଭାଇ ଅପୁତ୍ରକ ହୋଇ ମଲେ ତାହାର ହିଁସାକୁ ତା ସର୍ଭାଇଭର— ମାନେ ପାଆନ୍ତି।]