ସର୍ବୋପର Sarbopara

  • ଦେ. ଅ (ସଂ. ସର୍ବୋପରି) — ସମସ୍ତଙ୍କ ଉପରେ — Over all
  • ଦେ. ଅ (ସଂ. ସର୍ବୋପରି) — ସମସ୍ତଙ୍କ ଅପେକ୍ଷା ଉଚ୍ଚ; ଉଚ୍ଚତମ — Uppermost highest