ସର୍ବୈଶ୍ୱର୍ୟ୍ୟ ବିଧାତା Sarba̲i̱ṡwarj̄ya bidhātā

  • ସଂ. ବିଣ. ପୁଂ ( 6 ଷ୍ଠୀ ତତ୍; ସର୍ବୈଶ୍ୱର୍ଯ୍ୟ+ବିଧାତୃ; 1 ମା. 1 ବ) — ଯେ ମନୁଷ୍ୟଙ୍କୁ ସକଳ ସମ୍ପଦ ଦିଅନ୍ତି — Bestowing all sorts of magnificene or supremacy
  • ବି. ପୁଂ — ସକଳ ସମ୍ପଦଦାତା — Giver of all sorts of magnificene