ସର୍ବାନ୍ନ ଭକ୍ଷକ Sarbānna bhakshaka

  • ସଂ. ବିଣ. ପୁଂ (ସର୍ବାନ୍ନ+ଭକ୍ଷ୍ ଧାତୁ+କର୍ତ୍ତୃ. ଅକ) — ଉଦର ପିଶାଚ; ଯେଉଁ ବ୍ଯକ୍ତି ସମସ୍ତଙ୍କ ପାକରେ ଅନ୍ନ ଭକ୍ଷଣ କରେ (ହେମଚନ୍ଦ୍ର) — (a person) Who takes food at the hands of all persons