ସର୍ବାନୁଭୂତି Sarbānubhūti

  • ସଂ. ବି — ( 6 ଷ୍ଠୀ ତତ୍) ସକଳ ବିଷୟରେ ଅନୁ— ଭୂତି ବା ବୋଧ — (6ଷ୍ଠୀ ତତ୍) ସକଳ ବିଷୟରେ ଅନୁ— ଭୂତି ବା ବୋଧ—. Experience or cognisance of all matters
  • ସଂ. ବି — ଜୈନ ସନ୍ୟାସି— ବିଶେଷ ( 24 ପ୍ରକାର ଜେନ ସନ୍ୟାସୀ ମଧ୍ୟରୁ ଏକତମ) — ଜୈନ ସନ୍ୟାସି— ବିଶେଷ (4ପ୍ରକାର ଜେନ ସନ୍ୟାସୀ ମଧ୍ୟରୁ ଏକତମ). one of the 4 classes of Ja̲i̲na ascetics
  • ସଂ. ବିଣ. ପୁଂ (ସର୍ବ=ସକଳ ବିଷୟରେ ଅନୁଭୂତି ଯାହାର; ବହୁବ୍ରୀହି) — ତତ୍ତ୍ୱଜ୍ଞାତା — Knowing the Great Truth