ସର୍ବାନୁକୂଳ Sarbānukūḻa

  • ଦେ. ବି — ସବୁ କାର୍ଯ୍ୟାରମ୍ଭ — Beginning of all works
  • ଦେ. ବି — [ଉ—ହିଂସା କପଟ ଦୂରେ ତେଜି। ସର୍ବାନୁକୂଳେ କୃଷ୍ଣ ଭଜି—ଜଗନ୍ନାଥ, ଭାଗବତ।]
  • ସଂ. ବିଣ — ସମସ୍ତଙ୍କର ଅନୁକୂଳ — Favourable to all