ସର୍ବାଧିକାରୀ Sarbādhikārī
- ସଂ. ବିଣ. ପୁଂ (ସର୍ବାଧିକାର+ଇନ୍; 1 ମା. 1 ବ) — ସବୁ ଅଧିକାର ସମ୍ପନ୍ନ — Having all authority or full mastery
- ସଂ. ବିଣ. ପୁଂ (ସର୍ବାଧିକାର+ଇନ୍; 1 ମା. 1 ବ) — ଯାହାର ସମସ୍ତଙ୍କ ଉପରେ ଅଧିକାର ଥାଏ; ମନ୍ତ୍ରୀ ପ୍ରଭୃତି — having authority over all
- ସଂ. ବିଣ. ପୁଂ (ସର୍ବାଧିକାର+ଇନ୍; 1 ମା. 1 ବ) — ସମସ୍ତଙ୍କ ଉପରସ୍ଥ ହାକିମ — Highest authority
- ସଂ. ବି — ବଙ୍ଗ ଦେଶୀୟ କାୟସ୍ଥଙ୍କର ବଂଶୋପାଧିବିଶେଷ — a family-title in Bengal