ସର୍ବାଙ୍ଗୀଣ Sarbāṅgīṇa
- ସଂ. ବିଣ (ସର୍ବାଙ୍ଗ+ସମ୍ବନ୍ଧାର୍ଥେ. ଈନ) — ସର୍ବାଙ୍ଗ ସମ୍ବନ୍ଧୀୟ — Relating to all the limbs
- ସଂ. ବିଣ (ସର୍ବାଙ୍ଗ+ସମ୍ବନ୍ଧାର୍ଥେ. ଈନ) — ସର୍ବାଙ୍ଗର ହିତକର — Beneficial to all the limbs
- ସଂ. ବିଣ (ସର୍ବାଙ୍ଗ+ସମ୍ବନ୍ଧାର୍ଥେ. ଈନ) — ସର୍ବାଙ୍ଗ ବ୍ୟାପକ — Pervading through all the limbs
- ସଂ. ବିଣ (ସର୍ବାଙ୍ଗ+ସମ୍ବନ୍ଧାର୍ଥେ. ଈନ) — ନିଖୁଣ — Faultless
- ସଂ. ବିଣ (ସର୍ବାଙ୍ଗ+ସମ୍ବନ୍ଧାର୍ଥେ. ଈନ) — ସମସ୍ତ ଅବୟବ ଯୁକ୍ତ — Having all the limbs whele