ସର୍ବଶୁଚି Sarba ṡuchi

  • ସଂ. ବି (ସର୍ବ=ସକଳ+ଶୁଚି=ପବିତ୍ର; ଯେ ସମସ୍ତଙ୍କୁ ଶୁଚି କରନ୍ତି; ବହୁବ୍ରୀହି) — ସୂର୍ଯ୍ୟ — The sun
  • ସଂ. ବି (ସର୍ବ=ସକଳ+ଶୁଚି=ପବିତ୍ର; ଯେ ସମସ୍ତଙ୍କୁ ଶୁଚି କରନ୍ତି; ବହୁବ୍ରୀହି) — ଅଗ୍ନି — The fire