ସର୍ବଳ Sarbaḻa

  • ସଂ. ବି (ସର୍ବ=ସମସ୍ତ+ଲା ଧାତୁ=ଗ୍ରହଣ କରିବା +କର୍ତ୍ତୃ. ଅ;+ଆ;+ଈ) — ତୋମରାସ୍ତ୍ର — A sort of weapon; javellin
  • ସଂ. ବି (ସର୍ବ=ସମସ୍ତ+ଲା ଧାତୁ=ଗ୍ରହଣ କରିବା +କର୍ତ୍ତୃ. ଅ;+ଆ;+ଈ) — ସାବଳ; ଲୌହର ମୋଟ ଓ ଲମ୍ବ ଦଣ୍ଡ — A crowbar