ସର୍ବର୍ତ୍ତୁ ଫଳ Sarbarttu phaḻa

  • ସଂ. ବି ( 6 ଷ୍ଠୀ ତତ୍) — ସର୍ବ ଋତୁରେ ଜାତ ଫଳମାନ — 1. Fruits produced in all the seasons of the year
  • ସଂ. ବି ( 6 ଷ୍ଠୀ ତତ୍) — (ବହୁବ୍ରୀହି) ନଡ଼ିଆ ଗଛ — The cocoanut tree
  • ସଂ. ବିଣ — ଯେଉଁ ବୃକ୍ଷ ସବୁ ଋତୁରେ ଫଳ ଦିଏ — Producing fruits in all the seasons of the year