ସର୍ବବେଶୀ Sarbabeṡī

  • ସଂ. ବିଣ. ପୁଂ (ସର୍ବବେଶ+ଅଛି ଅର୍ଥରେ ଇନ୍; 1 ମା 1 ବ) — ସବୁ ପ୍ରକାରର ବେଶଧାରୀ — Assuming all sorts of dress
  • ସଂ. ବି — ନଟ (ହେମଚନ୍ଦ୍ର) — An actor
  • ସଂ. ବି — ବହୁରୂପା ବ୍ଯକ୍ତି — A person who assumes different masks at different times