ସର୍ବବେଦା Sarbabedā

  • ସଂ. ବି. ପୁଂ (ସର୍ବ+ବିଦ ଧାତୁ+କର୍ତ୍ତୃ ଅସ୍= ସର୍ବବେଦସ୍, 1 ମା 1 ବ) — ଯେଉଁ ବ୍ଯକ୍ତି ସର୍ବସ୍ୱଦକ୍ଷିଣ ଯାଗ ସମ୍ପାଦନ କରିଅଛନ୍ତି (ଅମର) — A person who has performed Sarbaswadakshiṇa sacrifice