ସର୍ବବିଦ୍ Sarbabid

  • ସଂ. ବିଣ (ସର୍ବ+ବିଦ୍ ଧାତୁ=ଜାଣିବା+କର୍ତ୍ତୃ. କ୍ୱିପ୍) — ସର୍ବଜ୍ଞ (ଦେଖ) — Sarbajn̄a (See)
  • ସଂ. ବି — ପରମେଶ୍ୱର — God
  • ସଂ. ବି — ଓଁକାର (ହି, ଶ) — The mystic syllable 'Om'