ସର୍ବବାଦୀ Sarbabādī

  • ସଂ. ବିଣ. ପୁଂ (ସର୍ବ+ବଦ୍ ଧାତୁ=କହିବା+କର୍ତ୍ତୃ. ଇନ୍ 1 ମା. 1 ବ) — ସବୁ ପ୍ରକାରର ମତ ଅବଲମ୍ବନ— କାରୀ — Holding all sorts of views
  • ସଂ. ବିଣ. ପୁଂ (ସର୍ବ+ବଦ୍ ଧାତୁ=କହିବା+କର୍ତ୍ତୃ. ଇନ୍ 1 ମା. 1 ବ) — ସବୁ ସଂପ୍ରଦାୟର — Belonging to all sects
  • ସଂ. ବି — ଶିବଙ୍କର ଏକ ନାମ (ହି. ଶ) — A name of Ṡiba