ସର୍ବତ୍ରଗାମୀ Sarbatragāmī

  • ସଂ. ବିଣ. ପୁଂ (ସର୍ବତ୍ର+ଗମ୍ ଧାତୁ+କର୍ତ୍ତୃ ଇନ୍; 1 ମା; 1 ବ) — ସର୍ବତ୍ରଗ (ଦେଖ) — Sarbatraga (See)
  • ସଂ. ବି. — ବାୟୁ — The air
  • ସଂ. ବି. — ପରମାତ୍ମା — The Divine Essence