ସର୍ବତୋମୁଖ Sarbatomukha
- ସଂ. ବିଣ. ପୁଂ [ସର୍ବତଃ=ସବୁଆଡ଼େ+ମୁଖ ଯାହାର ବହୁବ୍ରୀହି] — ସର୍ବଦିଗଭିମୁଖୀ; ସବୁଆଡ଼କୁ ମୁହଁ କରିଥିବା — Facing all sides
- ସଂ. ବିଣ. ପୁଂ [ସର୍ବତଃ=ସବୁଆଡ଼େ+ମୁଖ ଯାହାର ବହୁବ୍ରୀହି] — ସର୍ବଦିଗବର୍ତ୍ତୀ — Situate in all directions
- ସଂ. ବିଣ. ପୁଂ [ସର୍ବତଃ=ସବୁଆଡ଼େ+ମୁଖ ଯାହାର ବହୁବ୍ରୀହି] — ସର୍ବତ୍ର ସ୍ଥିତ — Omnipresent
- ସଂ. ବିଣ. ପୁଂ [ସର୍ବତଃ=ସବୁଆଡ଼େ+ମୁଖ ଯାହାର ବହୁବ୍ରୀହି] — ସର୍ବତ୍ର ବ୍ୟାପକ — All-pervading
- ସଂ. ବି — ଆକାଶ [ମେଦିନୀ] — The sky
- ସଂ. ବି — ସ୍ୱର୍ଗ (ଶବ୍ଦମାଳା) — Heaven
- ସଂ. ବି — ଜଳ [ଅମର] — Water
- ସଂ. ବି — ଶିବ (ମେଦିନୀ) — God Ṡiba
- ସଂ. ବି — [ଚତୁର୍ମୁଖ] ବ୍ରହ୍ମା [ମେଦିନୀ] — The Creator Brahmā
- ସଂ. ବି — ଆତ୍ମା (ମେଦିନୀ) — Soul
- ସଂ. ବି — ଅଗ୍ନି — Fire
- ସଂ. ବି — ବ୍ରାହ୍ମଣ (ଶବ୍ଦରତ୍ନାବଳୀ) — A Brāhmaṇa