ସର୍ବତୋଭଦ୍ରକଚ୍ଛେଦ Sarbatobhadrakachchheda

  • ସଂ. ବି (ସନ୍ଧିଦ୍ୱାରା ଛେ=ଚ୍ଛେ) — ଭଗନ୍ଦର ରୋଗର ଚିକିତ୍ସା ପାଇଁ କରାଯିବା ଚତୁଷ୍କୋଣ ଅସ୍କକ୍ଷତ (ସୁଶ୍ରୁତ) — A square cut made for the operation of fistula