ସର୍ବତୋଭଦ୍ର ମଣ୍ଡଳ Sarbatobhadra maṇḍaḻa

  • ସଂ. ବି — ଶାରଦୀୟ ଦୁର୍ଗାପୂଜା, ବ୍ରତ, ବୃଷୋ— ତ୍ସର୍ଗ ଓ ଗୃହ, ମନ୍ଦିର, ଜଳାଶୟାଦି ପ୍ରତିଷ୍ଠା ଉପଲକ୍ଷରେ ପଞ୍ଚୁବର୍ଣ୍ଣୀ ମୁରୁଜ ଦ୍ୱାରା ଭୂପୃଷ୍ଠରେ ଅଙ୍କିତ କିମ୍ବା ବସ୍ତ୍ରରେ ରଞ୍ଜିତ ପଦ୍ମଯୁକ୍ତ ଚତୁଷ୍କୋଣମଣ୍ଡଳ ବିଶେଷ — A square figure drawn on the ground with 5 coloured powders or painted on a piece of cloth on the 8th day of the bright lunar fortnight of Āṡwina for the worship of Durgā or for some other religious rites
  • ସଂ. ବି — [ଦ୍ର—ଏହା ଚତୁରସ୍ର, ଚତୁଃକୋଷ୍ଠ ଓ କୋଣସୂତ୍ରଚତୁଷ୍ଟୟଯୁକ୍ତ ଅଟେ।]