ସର୍ବତେ Sarbate

  • ଦେ. ଅ (ସଂ. ସର୍ବତଃ) — ସବୁ ପ୍ରକାରେ — In all ways
  • ଦେ. ଅ (ସଂ. ସର୍ବତଃ) — ସବୁଠାରେ; ସମସ୍ତଙ୍କ ବିଷୟରେ — In all matters
  • ଦେ. ଅ (ସଂ. ସର୍ବତଃ) — [ଉ—ହାନି ଲାଭ ବିଚାରି ସର୍ବତେ ଗରୁ ଭାରି। କାହାରି ଠାବରେ ସନ୍ଥ ନୋହେ ଅବେଭାରି—ପ୍ରାଚୀ, ରହସ୍ୟ— ମଞ୍ଜରୀ।]