ସର୍ବଜ୍ଞ Sarbajn̄a
- ସଂ. ବିଣ. ପୁଂ (ସର୍ବ+ଜ୍ଞା ଧାତୁ+କର୍ତ୍ତୃ. ଅ) — ସକଳଜ୍ଞାତା; ଯେ ସମସ୍ତ ବିଷୟ ଜାଣେ — All-knowing; omniscient
- ସଂ. ବି — ଶିବ [ଅମର] — Ṡiba
- ସଂ. ବି — ବୁଦ୍ଧ [ଅମର] — The Buddha
- ସଂ. ବି — ବ୍ରହ୍ମା — Brahmā
- ସଂ. ବି — ପରମେଶ୍ୱର — God
- ଦେ. ବି — ଯେଉଁ ବ୍ଯକ୍ତି ତନ୍ତ୍ରାଦି ବିଦ୍ଯା ସାଧନଦ୍ୱାରା ଗୁପ୍ତ ବିଷୟର ବା ହଜିଥିବା ବା ଅପହୃତ ଦ୍ରବ୍ୟର ତଥ୍ୟ କହି ପାରନ୍ତି — A person who can divine into true facts regarding secret, stolen or lost things