ସର୍ବଜ୍ଞା Sarbajn̄ā

  • ସଂ. ବିଣ. ସ୍ତ୍ରୀ (ସର୍ବଜ୍ଞ+ଆ) — ସର୍ବଜ୍ଞର ସ୍ତ୍ରୀଲିଙ୍ଗ — Feminine of Sarbajn̄a
  • ଦେ. ବି. ସ୍ତ୍ରୀ — ଦୁର୍ଗା — Goddess Durgā