ସର୍ବଜିତ୍ Sarbajit
- ସଂ. ବିଣ (ସର୍ବ+ଜି ଧାତୁ=ଜୟ କରିବା+କର୍ତ୍ତୃ. କ୍ୱିପ୍) — ଯେ ସମସ୍ତଙ୍କୁ ଜୟ କରେ — Victorious over all
- ସଂ. ବିଣ (ସର୍ବ+ଜି ଧାତୁ=ଜୟ କରିବା+କର୍ତ୍ତୃ. କ୍ୱିପ୍) — [ଉ—ଯେଉଁ ଯାଗ ପ୍ରାନ୍ତରେ ହେଲେ ଅଭିଷେକ। ସର୍ବଜିତ ବୋଲାଏ ଯାଗ କଲା ଲୋକ—କୃଷ୍ଣସିଂହ, ମହାଭାରତ, ସଭା।]
- ସଂ. ବି — କାଳଚକ୍ରର ଏକବିଂଶ ବର୍ଷ — The 2st year of the cycle of time
- ସଂ. ବି — ମୃତ୍ୟୁ; କାଳ (ହି. ଶ) — Death
- ସଂ. ବି — ଯଜ୍ଞବିଶେଷ (ହି. ଶ) — Name of a vedic sacrifice