ସର୍ବଚର୍ମୀଣ Sarbacharmīṇa

  • ସଂ. ବିଣ (ସର୍ବ+ଚର୍ମ+ଈନ) — ସକଳ ଚର୍ମନିର୍ମିତ (ସିଦ୍ଧାନ୍ତ କୌମୁଦୀ) — Made of all hides
  • ସଂ. ବିଣ (ସର୍ବ+ଚର୍ମ+ଈନ) — ଯେଉଁ ବସ୍ତୁର ସମୁଦାୟ ଅଂଶ ଚର୍ମ ନିର୍ମିତ — Of which every part is made of hide