ସର୍ବଙ୍କଷ Sarbaṅkasha

  • ସଂ. ବିଣ (ସର୍ବଂ=ସମସ୍ତଙ୍କୁ+କଷ୍ ଧାତୁ=ଗମନ କରିବା+ କର୍ତ୍ତୃ. ଅ; ଅଲୁକ୍ ସମାସ) — ସର୍ବାତିକ୍ରାମକ — Passing over everything
  • ସଂ. ବିଣ (ସର୍ବଂ=ସମସ୍ତଙ୍କୁ+କଷ୍ ଧାତୁ=ଗମନ କରିବା+ କର୍ତ୍ତୃ. ଅ; ଅଲୁକ୍ ସମାସ) — ସର୍ବଶ୍ରେଷ୍ଠ — Chief; pre-eminent
  • ସଂ. ବିଣ (ସର୍ବଂ=ସମସ୍ତଙ୍କୁ+କଷ୍ ଧାତୁ=ଗମନ କରିବା+ କର୍ତ୍ତୃ. ଅ; ଅଲୁକ୍ ସମାସ) — ପାପୀ — Sinful
  • ସଂ. ବି — ପାପ — Sin