ସର୍ବଗ୍ରାସ Sarbagrāsa

  • ସଂ. ବି — ସମୁଦାୟ ପଦାର୍ଥକୁ ଖାଇବା — Eating up of all things
  • ସଂ. ବି — ଚନ୍ଦ୍ରଗ୍ରହଣ ବା ସୂର୍ଯ୍ୟ ପରାଗ ସମୟରେ ଚନ୍ଦ୍ରର ବା ସୂର୍ଯ୍ୟର ସମୁଦାୟ ଅଂଶ ଅଦୃଶ୍ୟ ହେବା ଅବସ୍ଥା — Total eclipse