ସର୍ବଗ୍ରାସୀ Sarbagrāsī

  • ସଂ. ବିଣ. ପୁଂ — ଯେ ସମସ୍ତ ବସ୍ତୁକୁ ଗ୍ରାସ କରେ — All-eating; devouring every thing
  • ସଂ. ବିଣ. ପୁଂ — ଯେ ସବୁ ପଦାର୍ଥକୁ ଆତ୍ମସାତ୍ କରେ — Appropriating every thing to oneself
  • ସଂ. ବିଣ. ପୁଂ — [ଉ—ଏ ଭବସାଗରେ ସର୍ବଗ୍ରାସୀ କାଳ— ବାତ୍ୟା ବହେ ଅବିରତ—ରାଧାନାଥ, ପାର୍ବତୀ।]