ସର୍ବକ୍ଷାର Sarbakshāra
- ସଂ. ବି (ବୈଦ୍ଯକ) — ସାବୁନ୍; 3 / 4 ପ୍ରକାର କ୍ଷାରର ମିଶ୍ରଣରେ ପ୍ରସ୍ତୁତ ମଳପରିଷ୍କାରକ ପଦାର୍ଥ (ରାଜନିର୍ଘଣ୍ଟ) — ସାବୁନ୍;3/4ପ୍ରକାର କ୍ଷାରର ମିଶ୍ରଣରେ ପ୍ରସ୍ତୁତ ମଳପରିଷ୍କାରକ ପଦାର୍ଥ (ରାଜନିର୍ଘଣ୍ଟ)—. Soap
- ସଂ. ବି (ବୈଦ୍ଯକ) — [ଦ୍ର—ଏହା ଅତ୍ୟନ୍ତ କ୍ଷାରଗୁଣଯୁକ୍ତ, ମଳ— ମୂତ୍ରଶୋଧକ, ଚକ୍ଷୁଃହିତକର, ବସ୍ତିଶୋଧକ; କୃମି ଓ ଉଦାବର୍ତ୍ତ ରୋଗର ଉପକାରକ ଏବଂ ବାହ୍ୟ ପ୍ରୟୋଗରେ ଏହା ଗାତ୍ର ଓ ବସ୍ତ୍ରାଦିର ପରିଷ୍କାରକ।]
- ସଂ. ବି (ବୈଦ୍ଯକ) — ମୁଷ୍କକ ବୃକ୍ଷ (ହି. ଶ); ପାଟଳି ଗଛ — Stereospermum Suaveolens (tree)