ସର୍ବକାମ Sarbakāma
- ସଂ. ବି — (କର୍ମଧା) ସମସ୍ତ କାମନା — All desires
- ସଂ. ବି — (ବହୁବ୍ରୀହି) ମହାଦେବ [ହି. ଶ] — Ṡiba
- ସଂ. ବି — ଏକ ଆର୍ହତ୍ଙ୍କ ନାମ (ହି. ଶ) — Name of a Buddha
- ସଂ. ବିଣ. ପୁଂ (ବହୁବ୍ରୀହି) — ସମସ୍ତ କାମନାକାରୀ (ହି. ଶ) — Wishing all things
- ସଂ. ବିଣ. ପୁଂ (ବହୁବ୍ରୀହି) — ସବୁଇଚ୍ଛା ପୂରଣ— କାରୀ — Fullfilling all wishes