ସର୍ବକର୍ମ ଫଳତ୍ୟାଗୀ Sarbakarma phaḻatyāgī

  • ସଂ. ବିଣ. ପୁଂ — ଯେ ନିଜକୃତ ସମସ୍ତ କର୍ମର ଫଳ ପାଇଁ ଆଶା ନ ରଖି କର୍ମର ଫଳକୁ ଈଶ୍ୱରଙ୍କଠାରେ ଅର୍ପଣ କରେ — Leaving the result of all his actions to God