ସର୍ବ ସିଦ୍ଧ Sarba siddha

  • ସଂ. ବିଣ ( 7 ମୀ ତତ୍) — ଯେ ସବୁ ବିଷୟ ସାଧନ— କ୍ଷମ — Adept in everything
  • ସଂ. ବି — ଭୈରବ ବିଶେଷ — Name of an attendant of Ṡiba
  • ସଂ. ବି — ଶ୍ରୀଫଳ (ପ୍ରକୃତିବାଦ) — The Bael fruit and tree