ସର୍ବ ଶାନ୍ତି କୃତ୍ Sarba ṡānti kṛut

  • ସଂ. ବିଣ. ପୁଂ ଓ ସ୍ତ୍ରୀ (ସର୍ବଶାନ୍ତି+କୃ ଧାତୁ+ କର୍ତ୍ତୃ କ୍ୱିପ୍) — ସକଳ ବିଷୟରେ ଶମ କାରକ — Assuaging every thing; bringing peace to every thing
  • ସଂ. ବି — ଦୁଷ୍ୟନ୍ତ ଓ ଶକୁନ୍ତଳା ପୁତ୍ର ଭରତରାଜ (ଶବ୍ଦ ରତ୍ନାବଳୀ)— (ଏହାଙ୍କର ପ୍ରସିଦ୍ଧ ନାମ ସର୍ବଦମନ) — A name of King Bharata, son of Ṡakuntalā