ସର୍ବ ଶକ୍ତିମାନ୍ Sarba ṡaktimān

  • ସଂ. ବିଣ. ପୁଂ (ସର୍ବ+ଶକ୍ତି+ମତ୍; 1 ମା. 1 ବ) — ସକଳ ଶକ୍ତିର ଅଧିକାରୀ; ସବୁ ପ୍ରକାରେ ବଳଶାଳୀ — Almighty; omnipotent
  • ସଂ. ବି — ପରମେଶ୍ୱର — The Almighty