ସର୍ବ ଲୋକ ପିତାମହ Sarba loka pitāmaha

  • ସଂ. ବି. ପୁଂ ( 6 ଷ୍ଠୀ ତତ୍; ସର୍ବ ଲୋକଙ୍କର ପିତାମହ; ବ୍ରହ୍ମାଙ୍କ ଆଦେଶରେ ତତ୍ ପୁତ୍ର ସ୍ୱାୟମ୍ଭୁବ ମନୁ ଯାବତୀୟ ଜୀବଜନ୍ତୁ ସୃଷ୍ଟି କରିଅଛନ୍ତି) — ବ୍ରହ୍ମା — Brahmā (literally the grandfather of all created beings)