ସର୍ବ ରସା Sarba rasā

  • ସଂ. ବିଣ. ସ୍ତ୍ରୀ (ସର୍ବରସ+ଆ) — ସର୍ବ ରସର ସ୍ତ୍ରୀଲିଙ୍ଗ — Feminine in Sarba rasa
  • ସଂ. ବି — ଖଇ ମଣ୍ଡ (ହି. ଶ) — A food-paste prepared by sifting boiled fried paddy