ସର୍ବ ରକ୍ଷଣ କବଚ Sarba rakshaṇa kabacha
- ସଂ. ବି — ବ୍ରହ୍ମବୈବର୍ତ୍ତ ପୁରାଣୋକ୍ତ (କୃଷ୍ଣ ଜନ୍ମ ଖଣ୍ଡ 12 ଶ ଅଧ୍ୟାୟ) ବିଷ୍ଣୁ ସ୍ତବବିଶେଷ — ବ୍ରହ୍ମବୈବର୍ତ୍ତ ପୁରାଣୋକ୍ତ (କୃଷ୍ଣ ଜନ୍ମ ଖଣ୍ଡ12ଶ ଅଧ୍ୟାୟ) ବିଷ୍ଣୁ ସ୍ତବବିଶେଷ—Name of a prayer (lit. protective armour) invoking Bishṇu for one's protection
- ସଂ. ବି — [ଦ୍ର—ଏଥିରେ ସ୍ରୋତାର ପ୍ରତ୍ୟେକ ଅବୟବକୁ ରକ୍ଷା କରିବା ପାଇଁ ବିଷ୍ଣୁଙ୍କୁ ଭିନ୍ନ ଭିନ୍ନ ନାମରେ ଆହ୍ୱାନ କରାଯାଏ।]