ସର୍ବ ମୂଲ୍ୟ Sarba mūlya
- ସଂ. ବି (ବହୁବ୍ରୀହି; ସର୍ବ=ସବୁ ପଦାର୍ଥର ମୂଲ୍ୟରୂପେ ଯାହା ଅବିଭକ୍ତଭାବରେ ଦିଆଯାଇ ପାରେ) — କପର୍ଦ୍ଦକ; କଉଡ଼ି — 2. Shell money
- ସଂ. ବି (ବହୁବ୍ରୀହି; ସର୍ବ=ସବୁ ପଦାର୍ଥର ମୂଲ୍ୟରୂପେ ଯାହା ଅବିଭକ୍ତଭାବରେ ଦିଆଯାଇ ପାରେ) — କୌଣସି କ୍ଷୁଦ୍ର ମୁଦ୍ରା (ହି. ଶ) — Any small coin