ସର୍ବ ମଙ୍ଗଳ Sarba maṅgaḻa

  • ସଂ. ବି — ସର୍ବ ଶୁଭ; ସବୁ ବିଷୟରେ ମଙ୍ଗଳ — Happiness in everything
  • ସଂ. ବି — ମୋକ୍ଷଦାତା — Saviour
  • ସଂ. ବିଣ. ପୁଂ — ସବୁ ପ୍ରକାରର ମଙ୍ଗଳ ବିଧାତା — Bringing about all sorts of happiness
  • ସଂ. ବିଣ. ପୁଂ — [ଉ—ସର୍ବମଙ୍ଗଳ ଜଗନ୍ନାଥ।]