ସର୍ବ ଭୁକ୍ Sarba bhuk

  • ସଂ. ବିଣ. ପୁଂ ଓ ସ୍ତ୍ରୀ (ସର୍ବ+ଭୁକ୍ ଧାତୁ+କର୍ତ୍ତୃ. କ୍ୱିପ) — ସର୍ବ ଗ୍ରାସୀ (ଦେଖ) — Sarba grāsī (See)
  • ସଂ. ବି — ଅଗ୍ନି; ବହ୍ନି — Fire