ସର୍ବ ବନ୍ଦନ Sarba bandana

  • ଦେ. ବିଣ (ସଂ. ସର୍ବବନ୍ଦନୀୟ) — ସର୍ବବନ୍ଦନୀୟ; ସମସ୍ତଙ୍କ ପୂଜନୀୟ — Adorable by all
  • ଦେ. ବିଣ (ସଂ. ସର୍ବବନ୍ଦନୀୟ) — [ଉ— ସର୍ବବନ୍ଦନ ତୁ ଠାକୁର, ତୋତେ ମୋହର ନମସ୍କାର। ଜଗନ୍ନାଥ, ଭାଗବତ।]