ସର୍ବ ପ୍ରିୟ Sarba priya
- ସଂ. ବିଣ. ପୁଂ — ( 6 ଷ୍ଠୀ ତତ୍)—ସମସ୍ତଙ୍କର ବଲ୍ଲଭ; ଯେ ସମସ୍ତଙ୍କର ପ୍ରିୟ; ସମସ୍ତେ ଯାହାକୁ ସ୍ନେହ କରନ୍ତି — (6ଷ୍ଠୀ ତତ୍)—ସମସ୍ତଙ୍କର ବଲ୍ଲଭ; ଯେ ସମସ୍ତଙ୍କର ପ୍ରିୟ; ସମସ୍ତେ ଯାହାକୁ ସ୍ନେହ କରନ୍ତି—. Dear to all; beloved by all
- ସଂ. ବିଣ. ପୁଂ — (ବହୁବ୍ରୀହି) ସମସ୍ତେ ଯାହାର ପ୍ରିୟ — Benevolent; catholic; all-loving
- ସଂ. ବିଣ. ପୁଂ — ସମସ୍ତଙ୍କର ରୁଚିକର (କର୍ମ) — Pleasing to all