ସର୍ବ ପ୍ରଧାନ Sarba pradhāna

  • ସଂ. ବିଣ ( 7 ମୀ ତତ୍) — ସର୍ବାତିରିକ୍ତ — Utmost
  • ସଂ. ବିଣ ( 7 ମୀ ତତ୍) — ସର୍ବଶ୍ରେଷ୍ଠ; ସର୍ବୋତ୍— କୃଷ୍ଟ — Superior to all others
  • ସଂ. ବିଣ ( 7 ମୀ ତତ୍) — ସମସ୍ତଙ୍କ ମଧ୍ୟରେ ପ୍ରଧାନ — Head or Chief of all
  • ସଂ. ବିଣ ( 7 ମୀ ତତ୍) — ସମସ୍ତଙ୍କ ମଧ୍ୟରେ ମୁଖ୍ୟ — Pre-eminent