ସର୍ବ ନାଶୀ Sarba nāṡī

  • ସଂ. ବିଣ. ପୁଂ (ସର୍ବନାଶ+ଇନ୍, 1 ମା. 1 ବ) — ସର୍ବ ଧ୍ୱଂସକାରୀ; ଯେ ସର୍ବନାଶ ଘଟାଏ — Causing total ruin
  • ସଂ. ବିଣ. ପୁଂ (ସର୍ବନାଶ+ଇନ୍, 1 ମା. 1 ବ) — ସର୍ବନାଶକାରୀ — Destroying everything
  • ସଂ. ବିଣ. ପୁଂ (ସର୍ବନାଶ+ଇନ୍, 1 ମା. 1 ବ) — ପ୍ରଳୟଙ୍କରୀ — Causing utter dissolution
  • ଦେ. ବିଣ. ସ୍ତ୍ରୀ — ସର୍ବନାଶିଆର ସ୍ତ୍ରୀଲିଙ୍ଗ — Feminine of Sarbanāṡiā