ସର୍ବ ଧର୍ମ ସମନ୍ବୟ Sarba dharm samanwaya

  • ସଂ. ବି ( 6 ଷ୍ଠୀ ତତ୍) — ବିଭିନ୍ନ ଧର୍ମମତମାନ ଆଲୋଚନା କରି ତହିଁରେ ଲକ୍ଷିତ ମତଭେଦମାନ ଖଣ୍ଡନପୂର୍ବକ ସବୁ ଧର୍ମର ଏକମତତ୍ୱର ପ୍ରତିପାଦନ — Reconciliation of the apparent differences amongst all religions and establishment of their unity