ସର୍ବ ଦର୍ଶୀ Sarba darṡī
- ସଂ. ବିଣ. ପୁଂ (ସର୍ବ+ଦୃଶ୍ ଧାତୁ=ଦେଖିବା+କର୍ତ୍ତୃ. ଇନ୍; 1 ମା. 1 ବ) — ଯେ ସବୁ ବିଷୟ ଦେଖି ପାରେ; ସର୍ବଦ୍ରଷ୍ଟା — Omni scient; seeing everything; allseeing
- ସଂ. ବିଣ. ପୁଂ (ସର୍ବ+ଦୃଶ୍ ଧାତୁ=ଦେଖିବା+କର୍ତ୍ତୃ. ଇନ୍; 1 ମା. 1 ବ) — ସର୍ବଜ୍ଞ — All-knowing
- ସଂ. ବି. ପୁଂ — ଈଶ୍ୱର — God
- ସଂ. ବି. ପୁଂ — ବୁଦ୍ଧଦେବ (ଶବ୍ଦ ରତ୍ନାବଳୀ) — The Buddha