ସର୍ବ ତାପନ Sarba tāpana
- ସଂ. ବିଣ (ସର୍ବ+ତପ୍ ଧାତୁ+କର୍ତ୍ତୃ. ଅକ, +ଅନ) — ଯେ ସମସ୍ତଙ୍କୁ ତାପିତ କରେ — Heating all
- ସଂ. ବିଣ (ସର୍ବ+ତପ୍ ଧାତୁ+କର୍ତ୍ତୃ. ଅକ, +ଅନ) — ଯେ ସମସ୍ତଙ୍କୁ ଦୁଃଖ ଦିଏ — Oppressing or affecting all
- ସଂ. ବି — କାମଦେବ — Cupid
- ସଂ. ବି — ସୂର୍ଯ୍ୟ (ହି. ଶ) — The sun