ସର୍ବ ଜାୟା Sarba jāyā

  • ଦେ. ବି (ବୈଦ୍ଯକ) — ସର୍ବଜୟା 2 (ଦେଖ) — ସର୍ବଜୟା2(ଦେଖ)— Sarbajayā 2. (See)
  • ଦେ. ବି (ବୈଦ୍ଯକ) — [ଦ୍ର—ଏହି ଗଛର ମୂଳ ବାଟି ଲେପନ କଲେ ବିଛା କାମୁଡ଼ା ବିଷ ନଷ୍ଟ ହୁଏ— ଦ୍ରବ୍ଯଗୁଣ, କଳ୍ପଦ୍ରୁମ।]