ସର୍ବ ଜାଣ Sarbajāṇa

  • ଦେ. ବିଣ (ସଂ. ସର୍ବଜ୍ଞ) — ସର୍ବଜ୍ଞ (ଦେଖ) — Sarbajn̄a (See)
  • ଦେ. ବିଣ (ସଂ. ସର୍ବଜ୍ଞ) — [ଉ—ଲାଞ୍ଚ ଦେବି ମୁହିଁ, ସର୍ବଜାଣ ତୁହି, ଦେଉଛି ତତେ ଆହାର। କହ କିଏ କାହିଁ, ଅଧ ବାଟେ ଥାଇଁ, ଆସୁଛନ୍ତି ଆମ ଘର— ପୀତାମ୍ବରୀ ଦେବୀ, କୁଆ କବିତା; ସୁକୁମାର ଶିକ୍ଷା।]
  • ଦେ. ବି — ସର୍ବଜ୍ଞ (ଦେଖ) — Sarbajn̄a (See)