ସର୍ପେଶ୍ୱରୀ Sarpeṡwari
- ଦେ. ବି — ଆଠଗଡ଼ର ପ୍ରଧାନ ନଦୀ, ସାପୁଆ ନଈ — Name of a small river in the Athgarh state
- ଦେ. ବି — (ଉ—ଉତ୍ତରେ ବିରାଜେ ଶୈଳ ସର୍ପେଶ୍ୱର, ସର୍ପେଶ୍ୱରୀ ଯାର ଧୁଅଇ ପୟର। ରାଧାନାଥ—ନନ୍ଦିକେଶ୍ୱରୀ)
- ଦେ. ବି — (ଦ୍ର—ଏ ନଦୀ ସର୍ପେଶ୍ୱର ପାହାଡ଼ ବାଟେ ବହି ଆଠଗଡ଼ ରାଜଧାନୀ ତଳେ ବହି ଯାଇ ମହାନଦୀରେ ପଡ଼ିଅଛି।)