ସର୍ପୀଷ୍ଟ Sarpīshṭa

  • ସଂ. ବି (ସର୍ପୀ ବା ସର୍ପର ଇଷ୍ଟ=ପ୍ରିୟ) — ଶ୍ରୀଖଣ୍ଡ ଚନ୍ଦନ (ରତ୍ନମାଳା) — A species of sandal wood
  • ସଂ. ବି (ସର୍ପୀ ବା ସର୍ପର ଇଷ୍ଟ=ପ୍ରିୟ) — [ଦ୍ର—ଚନ୍ଦନ ଗଛରେ ବହୁ ସର୍ପ ରହନ୍ତି ବୋଲି ଜନ— ପ୍ରବାଦ ଓ କବିପ୍ରସିଦ୍ଧି ଅଛି।]